EN
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରତିବର୍ଷ ବରିଷ୍ଠ ସାରସ୍ବତ ସାଧକଙ୍କୁ ପ୍ରଦାନ କରାଯାଉଛି ‘ଜେମା-ସାମନ୍ତ ସୃଜନ ପୁରସ୍କାର’। ଏହି ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଅର୍ଥରାଶି ସହ ଉପଢ଼ୌକନ ମଧ୍ୟ ପ୍ରଦତ୍ତ ହେଉଛି।

Gallery

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଦାନ କରାଯିବ ‘ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନ’। ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ପାଇଁ ସାରସ୍ବତ ସ୍ରଷ୍ଟାଙ୍କୁ ଏହି ସମ୍ମାନ ପାଇଁ ପ୍ରଦାନ କରାଯିବ ୧ଲକ୍ଷ ଅର୍ଥରାଶି, ତାମ୍ରଫଳକ ଓ ଉତ୍କଳ ସାହିତ୍ୟ ସମାଜ ସ୍ମାରକଚିହ୍ନ।

ଆମର ଗ୍ୟାଲେରୀ

ଆମର ସମାଚାର

ନୂତନତମ ସୂଚନା

ପ୍ରାୟ ପଚରାଯାଉଥିବା ପ୍ରଶ୍ନ

ଉତ୍କଳ ସାହିତ୍ୟ ସମାଜ ହେଉଛି ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପାରମ୍ପରିକତାକୁ ପ୍ରଚାର କରିବାକୁ ନିର୍ମିତ ଏକ ସଂସ୍ଥା।

ଆପଣ ଆମ ୱେବସାଇଟ୍‌ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ କିମ୍ବା ଯୋଗାଯୋଗ କରି ସଦସ୍ୟ ହେବାର ସୁବିଧା ମିଳିବ।

ସାହିତ୍ୟ ସଭା, କବିତା ପାଠ, ସଂସ୍କୃତିକ କାର୍ଯ୍ୟକ୍ରମ, ଓ ଶିକ୍ଷାମୂଳକ କାର୍ଯ୍ୟ ଆମେ ସମୟ ସମୟରେ କରୁଛୁ।

ଆପଣ ଆମର Contact ପେଜ୍‌ ଦ୍ୱାରା କିମ୍ବା ଫୋନ୍ ଓ ଇମେଲ୍‌ ମାଧ୍ୟମରେ ସହଜରେ ଯୋଗାଯୋଗ କରିପାରିବେ।